Home
Videos uploaded by user “MBC TV”
Smart City ରେ ଗଡିବ Smart Bus "MO BUS" || MBCTv
 
02:42
SUBSCRIBE to MBC TV Here: https://goo.gl/5WRw7I Follow MBC TV on Social Media: Facebook: https://www.facebook.com/MBCOdisha Twitter: https://twitter.com/MBCTVODISHA Instagram: https://www.instagram.com/mbctv_odisha/ For More News and Videos Visit Here: www.mbctv.co.in/
Views: 14740 MBC TV
Lady Filed Police Complaint Against 'Daitari Panda' | ଖୋଲିଲା ଦୈତାରୀ ପଣ୍ଡାଙ୍କ ପରକୀୟା ପ୍ରେମର ଗୁମର!!!!!
 
02:05
SUBSCRIBE to MBC TV Here: https://goo.gl/5WRw7I Follow MBC TV on Social Media: Facebook: https://www.facebook.com/MBCOdisha Twitter: https://twitter.com/MBCTVODISHA Instagram: https://www.instagram.com/mbctv_odisha/ For More News and Videos Visit Here: www.mbctv.co.in/
Views: 52295 MBC TV
Murder: Odisha Businessman Mahima Mishra Arrested in Thailand | MBCTV
 
02:51
Wanted in connection to a murder in Odisha, one of the state’s richest businessman Mahimananda Mishra has been arrested in Bangkok by Thailand’s Immigration Police. Mishra, MD of Orissa Stevedores Ltd (OSL) one of India’s leading stevedoring firms, is wanted in connection with the murder of an employee of a rival stevedoring company that threatened his longstanding monopoly of the Paradip Port. For latest odia news, Odisha political news, Odisha entertainment news SUBSCRIBE to MBC TV Here: https://goo.gl/5WRw7I Follow MBC TV on Social Media: Facebook: https://www.facebook.com/MBCOdisha Twitter: https://twitter.com/MBCTVODISHA Instagram: https://www.instagram.com/mbctv_odisha/ For More News and Videos Visit Here: www.mbctv.co.in/ ଶେଷରେ ଜେଲ ଗଲେ ଶିଳ୍ପପତି ମହିମା ମିଶ୍ର . ମହିମା ଓ ତାଙ୍କ ସହଯୋଗୀ ବସନ୍ତ କୁମାର ବଳଙ୍କୁ ବ୍ୟାକଙ୍କରୁ ଗିରଫ କରି ପାରାଦ୍ୱୀପ ଆସିବା ପରେ ମଙ୍ଗଳବାର କୁଜଙ୍ଗର ଜେଏମଏଫସି ବିଚାରପତିଙ୍କ ବାସଭବନରେ ହାଜର କରାଯାଇଥିଲା. ସେମାନଙ୍କ ଜାମିନ ନାମଞ୍ଜୁର ହେବା ପରେ ଉଭୟଙ୍କୁ ସମାଗୋଳ ସବ-ଜେଲ ପଠାଇଦିଆଯାଇଛି. ବହୁ ଚର୍ଚ୍ଚିତ ମେହନ୍ଦ୍ର ସ୍ୱାଇଁଙ୍କ ହତ୍ୟା ମାମଲାରେ ଗିରଫ ହୋଇଥିବା ଶିଳ୍ପପତି ମହିମାନନ୍ଦ ମିଶ୍ର ଓ ତାଙ୍କ ସହଯୋଗୀ ବସନ୍ତ ବଳ ଜେଲ ଗଲେ . ଗତ ଅକ୍ଟୋବର ୨୬ ତାରିଖ ଦିନ ମଧୁବନ ଛକନିକଟରେ ସିୱେଜ୍ କମ୍ପାନୀର ଜିଏମ୍ ମହେନ୍ଦ୍ର ସ୍ୱାଇଁଙ୍କ ଗାଡି ଉପରକୁ ବୋମାମାଡ କରିବା ପରେ ତାଙ୍କୁ ଗୋଡେଇ ଗୋଡେଇ ଗୁଳି କରି ହତ୍ୟା କରାଯାଇଥିଲା. ଏହି ଘଟଣାରେ ଚର୍ଚ୍ଚାକୁ ଆସିଥିଲେ ମହିମା ମିଶ୍ର . ଏ ନେଇ ପୂର୍ବରୁ ୫ ଜଣଙ୍କୁ ଗିରଫ କରାଯିବା ସହ କଂଗ୍ରେସ ନେତା ବାପି ସାର୍ଖେଲଙ୍କୁ ମଧ୍ୟ ଗିରଫ କରାଯାଇଥିଲା. ତେବେ ମହିମାନନ୍ଦ ମିଶ୍ର ଧରାଦେଉ ନ ଥିବା ବେଳେ ତାଙ୍କର ବିଶ୍ୱସ୍ତ କର୍ମଚାରୀ ସୁଶାନ୍ତ ସେଠୀ ଦିଲ୍ଲୀ ବିମାନ ବନ୍ଦରରୁ ଧରାପଡିବା ପରେ ମହିମା ଓ ବସନ୍ତଙ୍କୁ ବ୍ୟାକଙ୍କ ପୋଲିସ ଦ୍ୱାରା ଅଟକ ରଖାଯାଇଥିଲା . ତେବେ ସୋମବାର ଉଭୟଙ୍କୁ ବ୍ୟାକଙ୍କରୁ କଲିକତା ଦେଇ ଭୁବନେଶ୍ୱର ଆଣିବା ପରେ ପାରାଦ୍ୱୀପ ଥାନାରେ ରଖିଥିଲା ପୋଲିସ ଏବଂ ମଙ୍ଗଳବାର ସେମାନଙ୍କୁ କୁଜଙ୍ଗର ଜେଏମଏଫସି କୋର୍ଟରେ ବିଚାରପତିଙ୍କ ବାସଭବନରେ ହାଜର କରାଯିବା ପରେ ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ସମାଗୋଳ ସବ-ଜେଲକୁ ପଠାଇ ଦିଆଯାଇଛି. ମହିମାନନ୍ଦ ମିଶ୍ରଙ୍କୁ ପାରାଦ୍ୱୀପ ଥାନାକୁ ଆଣିବାଠାରୁ କୁଜଙ୍ଗ ଜେଲ ପଠାଯିବା ପର୍ଯ୍ୟନ୍ତ ତାଙ୍କ କମ୍ପାନୀର କର୍ମଚାରୀ, ଅଧିକାରୀ ଓ ସ୍ଥାନୀୟ ଲୋକଙ୍କର ଭିଡ଼ ଦେଖିବାକି ମିଳିଥିଲା . ଯାହାକୁ ନେଇ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ତେବେ ମହିମାଙ୍କୁ ଜେଲ ପଠାଯିବା ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଅବନତି ଦର୍ଶାଇ ତାଙ୍କର ଓକିଲ ଜାମିନ୍ ଆବେଦନ କରିଥିଲେ. ପରେ ସରକାରୀ ଡାକ୍ତରଙ୍କ ଦ୍ୱାରା ଜେଲ ଭିତରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା.
Views: 67129 MBC TV
Sunken MV Black Rose Ship Yet To Dispose Off Paradip Coast
 
02:38
Sunken MV Black Rose Ship Yet To Dispose Off Paradip Coast
Views: 69849 MBC TV
Ollywood Comedian Papu Pom Pom Shifted To AIIMS-Delhi || Reaction of Ollywood Artists
 
01:21
SUBSCRIBE to MBC TV Here: https://goo.gl/5WRw7I Follow MBC TV on Social Media: Facebook: https://www.facebook.com/MBCOdisha Twitter: https://twitter.com/MBCTVODISHA Instagram: https://www.instagram.com/mbctv_odisha/ For More News and Videos Visit Here: www.mbctv.co.in/
Views: 105335 MBC TV
Antaranga With Odisha Excise Minister Damodar Rout And His Family | MBC TV Special
 
07:40
Watch the exclusive interview with Odisha's Excise Minister Damodar Rout in this MBC TV's special program Antaranga SUBSCRIBE to MBC TV Here: https://goo.gl/5WRw7I Follow MBC TV on Social Media: Facebook: https://www.facebook.com/MBCOdisha Twitter: https://twitter.com/MBCTVODISHA Instagram: https://www.instagram.com/mbctv_odisha/ For More News and Videos Visit Here: www.mbctv.co.in/
Views: 41144 MBC TV
Officials fail to tranquilise tigress "Sundari"
 
02:34
SUBSCRIBE to MBC TV Here: https://goo.gl/5WRw7I Follow MBC TV on Social Media: Facebook: https://www.facebook.com/MBCOdisha Twitter: https://twitter.com/MBCTVODISHA Instagram: https://www.instagram.com/mbctv_odisha/ For More News and Videos Visit Here: www.mbctv.co.in/
Views: 63132 MBC TV
Yet Again Bijoy Mohapatra Skips BJP Meet At State's Party Office
 
02:42
Yet Again Bijoy Mohapatra Skips BJP Meet At State's Party Office
Views: 19876 MBC TV
Forty Doctors Conduct Marathon Surgery To Detach Conjoined Jaga Balia
 
02:47
Forty Doctors Conduct Marathon Surgery To Detach Conjoined Jaga Balia
Views: 332604 MBC TV
OJEE B-Tech Counselling Begins Today
 
01:58
OJEE B-Tech Counselling Begins Today
Views: 3490 MBC TV
କଂଗ୍ରେସର ଦ୍ୱିତୀୟ ପର୍ଯ୍ୟାୟ ଜାଗରଣ ଯାତ୍ରା : ବାଲେଶ୍ୱର ପରେ ଫୋକସରେ ମୟୁରଭଞ୍ଜ || MBCTv
 
02:29
SUBSCRIBE to MBC TV Here: https://goo.gl/5WRw7I Follow MBC TV on Social Media: Facebook: https://www.facebook.com/MBCOdisha Twitter: https://twitter.com/MBCTVODISHA Instagram: https://www.instagram.com/mbctv_odisha/ For More News and Videos Visit Here: www.mbctv.co.in/
Views: 1867 MBC TV
Cuttack: Odisha's Most Modern & Biggest Bus Terminal To Come Up At Gopalpur
 
03:15
SUBSCRIBE to MBC TV Here: https://goo.gl/5WRw7I Follow MBC TV on Social Media: Facebook: https://www.facebook.com/MBCOdisha Twitter: https://twitter.com/MBCTVODISHA Instagram: https://www.instagram.com/mbctv_odisha/ For More News and Videos Visit Here: www.mbctv.co.in/
Views: 40760 MBC TV
"Prime Minister ହେବେ Naveen Patnaik !" || Reaction Of BJD, Congress & BJP
 
01:38
SUBSCRIBE to MBC TV Here: https://goo.gl/5WRw7I Follow MBC TV on Social Media: Facebook: https://www.facebook.com/MBCOdisha Twitter: https://twitter.com/MBCTVODISHA Instagram: https://www.instagram.com/mbctv_odisha/ For More News and Videos Visit Here: www.mbctv.co.in/
Views: 96992 MBC TV
LIVE: Matriculation Achievers 2018 & Educational Conclave || Reaction Of Siddhanta Mahapatra
 
04:18
SUBSCRIBE to MBC TV Here: https://goo.gl/5WRw7I Follow MBC TV on Social Media: Facebook: https://www.facebook.com/MBCOdisha Twitter: https://twitter.com/MBCTVODISHA Instagram: https://www.instagram.com/mbctv_odisha/ For More News and Videos Visit Here: www.mbctv.co.in/
Views: 13924 MBC TV
Maoists Kill Tribal Man, Abduct Another in Odisha, Malkangiri District | MBC TV
 
02:47
Maoists Kill Tribal Man, Abduct Another in Odisha, Malkangiri District. Maoists killed a tribal man and abducted another suspecting that the men were backing police in their operations against the ultras in Kudumuluguma area in Malkangiri district. A group of around 50 armed ultras stormed into the village in the wee hours and targeted a camp where residents from a nearby area, who had fled due to naxal menace, were rehabilitated. For latest odia news, Odisha political news, Odisha entertainment news SUBSCRIBE to MBC TV Here: https://goo.gl/5WRw7I Follow MBC TV on Social Media: Facebook: https://www.facebook.com/MBCOdisha Twitter: https://twitter.com/MBCTVODISHA Instagram: https://www.instagram.com/mbctv_odisha/ For More News and Videos Visit Here: www.mbctv.co.in/ କିଛି ଦିନର ନିରବତା ପରେ ମାଲକାନଗିରି ଜିଲ୍ଲାରେ ପୁଣି ମାଓ ତାଣ୍ଡବ. ମାଓବାଦୀଙ୍କ ଦ୍ୱାରା ବିଚ୍ଛିନାଞ୍ଚଳରୁ ବିତାଡିତ ହୋଇଥିବା ଜଣେ ନିରିହ ଆଦିବାସୀଙ୍କୁ ପିଟିପିଟି ନିର୍ମମ ହତ୍ୟା କରିଛନ୍ତି ଲାଲବାହିନୀ. ମୃତକ ହେଲେ ବାଲିମେଳା ଥାନା ଚନ୍ଦନପୁର ଗାଁର ରବି ପୂଜାରୀ. ସେହିପରି ଗାଁର ଆଉ ଜଣକୁ ଅପହରଣ କରି ନେଇ ଯାଇଥିବା ବେଳେ ବ୍ଲକ ବିଜେଡି ସଭାପତିଙ୍କୁ ମଧ୍ୟ ଗୁଳିକରି ହତ୍ୟା ଉଦ୍ୟମ କରିଛନ୍ତି ମାଓବାଦୀ. ସେପଟେ ଦୀର୍ଘ ୨ ଘଣ୍ଟାକାଳ ମାଓବାଦୀମାନେ ତାଣ୍ଡବଳୀଲା ଚଳାଇଥିବା ବେଳେ ମାତ୍ର ୫୦୦ ମିଟର ଦୂରରେ ଥିବା ସୁରକ୍ଷା ବାହିନୀ ଓ ପୋଲିସ କେମିତି ସୁରାକ ପାଇଲେ ନାହିଁ ସେନେଇ ଏବେ ଉଠିଛି ବଡ ପ୍ରଶ୍ନ. ଅନ୍ୟପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି. ଅକ୍ଟୋବର ୨୪ ପଣସପୁଟ ଏନକାଉଣ୍ଟର ପରେ ଏବେ ରକ୍ତମୁଖା ମାଓବାଦୀ. ମାଲକାନଗିରି ଜିଲ୍ଲା ବାଲିମେଳା ଥାନା ଚନ୍ଦନପୁର ଗାଁରେ ପ୍ରାୟ ୮୦ରୁ ୧୦୦ଲାଲବାହିନୀଙ୍କ ବର୍ବରକାଣ୍ଡ. ଗାଁର ରବି ପୂଜାରୁକୁ ମାଓବାଦୀ ପଟିପଟି ହତ୍ୟା କରିଥିବା ବେଳେ ନନ୍ଦ ଗଲୋରୀ ନାମକ ଜଣେ ଆଦିବାସୀ ଯୁବକଙ୍କୁ ଅପହରଣ କରିଛନ୍ତି ଲାଲବାହିନୀ. ତେବେ ମାଓବାଦୀଙ୍କ ଏତିକରେ ମଧ୍ୟ ରାଗ ଶାନ୍ତ ହୋଇନଥିଲା. ବ୍ଲକ ବିଜେଡି ସଭାପତି ସାଧୁ ହନ୍ତାଳଙ୍କୁ ୩ ରାଉଣ୍ଡ ଗୁଳି ଚଳାଇ ହତ୍ୟା ଉଦ୍ୟମ କରିଥିଲେ ମାଓ. ହେଲେ ଅଳ୍ପକେ ବର୍ତ୍ତି ଯାଇଥିଲେ ସାଧୁ. ଉଭୟ ରବି ଓ ନନ୍ଦ ଗତ କିଛି ମାସ ପୂର୍ବରୁ ପ୍ରଜାକୋର୍ଟରେ ଶାସ୍ତି ପାଇ ମାଓବାଦୀଙ୍କ ଦ୍ୱାରା ବିତାଡିତ ହୋଇ ପରିବାର ବର୍ଗଙ୍କ ସହ ଥଇଥାନ ହୋଇ ରହୁଥିଲେ କୁଡୁମୁଲୁଗୁମ୍ମା ବ୍ଲକ ଚନ୍ଦନପୁର ଗାଁରେ. ସେମାନଙ୍କ ଦୋଷ ହେଲା ଏମାନେ ସରକାରଙ୍କ ଯୋଜନାରେ ଅର୍ନ୍ତଭୁକ୍ତ ହୋଇ ଫାଇଦା ଉଠାଇଛନ୍ତି. ସେପଟେ ଦୀର୍ଘ ସମୟ ମାଓବାଦୀମାନେ ତାଣ୍ଡବଲୀଲା ରଚାଇଥିବା ବେଳେ ମାତ୍ର ୫୦୦ମିଟରରେ ଥିବା ପୋଲିସ କିଭଳି କିଛି ଜାଣିପାରିଲାନାହିଁ ସେନେଇ ଏବେ ପ୍ରଶ୍ନ ଉଠିଛି. ସେପଟେ ପୋଲିସ ଓ ସୁରକ୍ଷା ବାହିନୀ ଲୋକଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଉଥିବା ପ୍ରତିବାଦରେ କୁଡୁମୁଲୁଗୁମ୍ମାରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି. ପ୍ରତିବାଦରେ ମୃତଦେହକୁ ରାସ୍ତା ଉପରେ ରଖି ଗ୍ରାମବାସୀ କରିଥିଲେ ରାସ୍ତାରୋକ.
Views: 5208 MBC TV
Lulu Mohapatra Death: Daughter Upanasa Announced To Carry Forward The Legacy | MBC TV
 
02:36
Hundreds of well wishers of Congress leader late Lalatendu Bidyadhar Mohapatra on Monday congregated at his residence on the occasion of a get-together in his memory. Mohapatra’s younger brother Lalitendu Mohapatra and daughter Upanasa Mohapatra announced to carry forward the legacy of the Congress leader. SUBSCRIBE to MBC TV Here: https://goo.gl/5WRw7I Follow MBC TV on Social Media: Facebook: https://www.facebook.com/MBCOdisha Twitter: https://twitter.com/MBCTVODISHA Instagram: https://www.instagram.com/mbctv_odisha/ For More News and Videos Visit Here: www.mbctv.co.in/ କଂଗ୍ରେସର ଷ୍ଟଲୱାର୍ଟ ନେତା ଲୁଲୁ ମହାପାତ୍ରଙ୍କ ପରଲୋକକୁ ମାସେ ପୂରିଛି । ଏହି ଅବସରରେ ଘରେ ଆୟୋଜିତ ସ୍ମୃତି ସଭାରେ ବଛାହୋଇଛନ୍ତି ଲୁଲୁଙ୍କ ଉତ୍ତରାଧିକାରୀ । ଝିଅ ନୁହେଁ ବରଂ ସାନ ଭାଇ ଲଳିତେନ୍ଦୁ ହିଁ ବ୍ରହ୍ମଗିରିରେ ସମ୍ଭାଳିବେ କଂଗ୍ରେସର ମଙ୍ଗ । ପିସିସି ଠାରୁ ଆରମ୍ଭ କରି ବିଧାୟକ ଯାଏଁ ସମସ୍ତେ ଏହି ନିଷ୍ପତ୍ତିରେ ବେଶ ଖୁସ । ଆଉ ଏକାଠି ହୋଇ ଲୁଲୁଙ୍କ ଅଧୁରା ସ୍ୱପ୍ନକୁ ପୁରଣ କରିବା ପାଇଁ ଆଗେଇ ଆସିଛନ୍ତି ସମସ୍ତେ ।..... କିଏ ହେବ ଦିବଂଗତ ନେତା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ଲୁଲୁଙ୍କ ଉତ୍ତରାଧିକାରୀ । ସାନ ଭାଇ ଲଳିତେନ୍ଦୁ ନା ଝିଅ ତାନ୍ୟା । ତେବେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ସାନ ଭାଇଙ୍କ ସପକ୍ଷରେ ମତ ବାଢିଛନ୍ତି ସଭିଏଁ । ଝିଅ ତାନ୍ୟା ବି ବାପାଙ୍କ ଅଧୁରା ସ୍ୱପ୍ନକୁ ସାକାର କରିବାକୁ ନେଇଛନ୍ତି ବଜ୍ର ଶପଥ । ତେଣୁ ତାନ୍ୟା ମଧ୍ୟ ଦାଦାଙ୍କୁ ସାଙ୍ଗରେ ଚାଲିବାକୁ ପ୍ରସ୍ତୁତ ହୋଇଛନ୍ତି । ସେପଟେ ବଡଭାଇଙ୍କ ପରି ସାଂଗଠନିକ ଦକ୍ଷତା ନଥିଲେ ମଧ୍ୟ ସେ ଛାଡିଯାଇଥିବା ସଂଗଠନକୁ ଅଧିକ ମଜବୁତ କରି ଲୋକଙ୍କ ଅନୁକମ୍ପା ହାତେଇବାକୁ ଆଶା ବାନ୍ଧିଛନ୍ତି ଲଳିତେନ୍ଦୁ । ଚାହୁଁ ଚାହୁଁ ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କ ପରଲୋକକୁ ବିତିଗଲା ମାସେ । ଏହି ଦିନଟିକୁ ସ୍ମରଣୀୟ କରିବାକୁ ଆଗୁଆ ସବୁ ପ୍ରସ୍ତୁତି ସରିଥିଲା । ଆଉ ସୋମବାର ୬ ନମ୍ବର ସ୍ଥିତ ବାସଭବନରେ ନିର୍ଦ୍ଧାରିତ ସମୟରେ ପହଂଚିଯାଇଥିଲେ ସମସ୍ତେ । ଲୁଲୁ ସେନାଙ୍କ ଠାରୁ ଆରମ୍ଭ କରି ଛାତ୍ର, ଯୁବ ଓ ବରିଷ୍ଠ ନେତାଙ୍କ ସହ ଅନୁଗାମୀ ବିଧାୟକ ଓ ସାଂସଦ ମାନେ ଉପସ୍ଥିତ ରହି ଲୁଲୁଙ୍କ ସ୍ମୃତିଚାରଣ କରିଥିଲେ । ଏଥର ବ୍ରହ୍ମଗିରିରେ କଂଗ୍ରେସ ମଙ୍ଗୁଆଳ ସାଜିବେ ଲଳିତେନ୍ଦୁ ବିଦ୍ୟାଧର ମାହପାତ୍ର । ଆଉ ଲୁଲୁଙ୍କ ଚିରାଚରିତ ପ୍ରତିଦ୍ୱନ୍ଦୀ ତଥା ମନ୍ତ୍ରୀ ସଂଜୟ ଦାସବର୍ମାଙ୍କୁ ଆଗାମୀ ନିର୍ବାଚନରେ ସେ ଟକ୍କର ଦେବେ ।
Views: 30242 MBC TV
Evaluation of CHSE Plus Two Exam Sheets Begin in Odisha | MBC TV
 
02:44
Evaluation of CHSE Plus Two Exam Sheets Begin in Odisha. Evaluation of answer sheets of Plus Two examinations, conducted by the Council of Higher Secondary Education (CHSE), began at 51 centres across Odisha today. The entire evaluation process will be held in two phases– from April 5 to 14 and from April 17 to 26– for which around 16,000 examiners have been engaged, CHSE deputy controller of examination Prabodh Panda had informed yesterday. The examination papers of Science and Commerce streams will be evaluated online through e-evaluation process while those of of Arts and Vocational streams will be evaluated offline. Out of the 51 centres, e-valuation will be conducted at 32 centres. While the results of Science stream will be declared in May second week, results of Arts, Commerce and Vocational streams will be out in June first week, For latest odia news, Odisha political news, Odisha entertainment news SUBSCRIBE to MBC TV Here: https://goo.gl/5WRw7I Follow MBC TV on Social Media: Facebook: https://www.facebook.com/MBCOdisha Twitter: https://twitter.com/MBCTVODISHA Instagram: https://www.instagram.com/mbctv_odisha/ For More News and Videos Visit Here: www.mbctv.co.in ଆଜିଠାରୁ ଆରମ୍ଭ ହୋଇଛି ଯୁକ୍ତ ଦୁଇ ପରିକ୍ଷା ଖାତା ମୁଲ୍ୟାୟନ ପ୍ରକ୍ରିୟା. ଏଥିପାଇଁ ରାଜ୍ୟରେ ୫୧ଟି ମୁଲ୍ୟାୟନ କେନ୍ଦ୍ର କରାଯାଇଥିବା ବେଳେ ନିୟୋଜିତ ହୋଇଛନ୍ତି ପ୍ରାୟ ୧୬ ହଜାର ମୁଲ୍ୟାୟନକାରୀ. ରାଜ୍ୟରେ ଦ୍ୱିତୀୟଥର ପାଇଁ ଚଳିତ ବର୍ଷ ଅନଲାଇନରେ ବିଜ୍ଞାନ ଓ ବାଣିଜ୍ୟ ଖାତା ମୁଲ୍ୟାୟନ ହେଉଛି. ଯେଉଁଥିପାଇଁ ୩୨ଟି ଅନଲାଇନ ମୁଲ୍ୟାୟନ କେନ୍ଦ୍ର କରାଯାଇଛି. ମେ ମାସ ଦ୍ୱିତିୟ ସପ୍ତାହ ସୁଧା ବିଜ୍ଞାନ ପରିକ୍ଷାର ଫଳାଫଳ ବାହାର କରିବାକୁ ଆଶା ରଖିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ. ଆରମ୍ଭ ହୋଇଛି ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୁଳକ ଶିକ୍ଷା ବିଭାଗର ଖାତା ଦେଖା ପ୍ରକ୍ରୀୟା. ପ୍ରଥମ ପର୍ଯ୍ୟାୟ ମୁଲ୍ୟାୟନ ଆଜିଠାରୁ ୧୪ ତାରିଖ ପର୍ଯ୍ୟନ୍ତ ହେବ. ସେହିପରି ୧୭ ରୁ ୨୬ ତାରିଖ ପର୍ଯ୍ୟନ୍ତ ହେବ ଦ୍ୱୀତିୟ ପର୍ଯ୍ୟାୟ ଖାତାଦେଖା. ରାଜ୍ୟର ୫୧ଟି ମୁଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ଆରମ୍ଭ ହୋଇଛି. କଡା ସୁରକ୍ଷା ମଧ୍ୟରେ ଥିବା ଉତ୍ତରଖାତାକୁ ଅଧ୍ୟାପକ ଅଧ୍ୟାପିକାମାନଙ୍କୁ ମୁଲ୍ୟାୟନ ପାଇଁ ଦିଆଯାଇଛି. ଏଥିପାଇଁ ରାଜ୍ୟରେ ପ୍ରାୟ ୧୬ ହଜାର ପରିକ୍ଷକ ନିୟୋଜିତ ହେବେ. ବିଜ୍ଞାନ ଓ ବାଣିଜ୍ୟରେ ଏକ ଲକ୍ଷ ୨୦ ହଜାର ପରିକ୍ଷାର୍ଥୀଙ୍କର ୮ ଲକ୍ଷ ଉତ୍ତରଖାତାର ଇ-ମୁଲ୍ୟାୟନ ହେବ. ଯାହାପାଇଁ ୩୨ଟି ସ୍ୱତନ୍ତ୍ର ମୁଲ୍ୟାୟନ କେନ୍ଦ୍ର କରାଯାଇଛି. ସେହିପରି କଳା ଓ ଧନ୍ଦାମୁଳକ ଶିକ୍ଷା ବିଭାଗର ୧୬ ଲକ୍ଷ ଉତ୍ତରଖାତାର ମାନୁଆଲ ମୁଲ୍ୟାୟନ ହେବ. ପ୍ରଥମ ଦିନରେ ଆଜି ଅନଲାଇନ ପରିକ୍ଷାରେ ନିୟୋଜିତ ହୋଇଥିବା ମୁଲ୍ୟାୟନକାରୀଙ୍କୁ ତାଲିମ ଦିଆଯାଇଛି. ସେମାନେ ଆସନ୍ତା କାଲିଠାରୁ ମୁଲ୍ୟାୟନ ଆରମ୍ଭ କରିବେ. ପ୍ରତ୍ୟକ ମୁଲ୍ୟାୟନ କେନ୍ଦ୍ରକୁ ଜଣେ ଜୋନ ସୁପରଭାଇଜରଙ୍କ ଅଧିନରେ ରଖାଯାଇଛି. ସେହିପରି ଡେପୁଟି ଜୋନ ସୁପରଭାଇଜର ଓ ଜୋନ ଅଫିସର ନିୟୋଜିତ ହୋଇଛନ୍ତି. ମୁଲ୍ୟାୟନ ପ୍ରକ୍ରୀୟା ସୁରୁଖୁରୁରେ ଆରମ୍ଭ ହୋଇଥିବା ବେଳେ ଏପ୍ରିଲ ମାସ ଶେଷ ସୁଦ୍ଧା ଏହି ପ୍ରକ୍ରିଆ ସରିବା ବୋଲି ଉଚ୍ଚମାଧ୍ୟମିକ ପରିଷଦ ଆଶା ରଖିଛି.
Views: 13030 MBC TV
Kinner Mama Married To Saroj In Paradip || MBCTv
 
03:09
SUBSCRIBE to MBC TV Here: https://goo.gl/5WRw7I Follow MBC TV on Social Media: Facebook: https://www.facebook.com/MBCOdisha Twitter: https://twitter.com/MBCTVODISHA Instagram: https://www.instagram.com/mbctv_odisha/ For More News and Videos Visit Here: www.mbctv.co.in/
Views: 136194 MBC TV
Tata Steel's Ferro-Chrome Plant Inaugurated In Gopalpur, Odisha | MBCTV
 
02:42
Tata Steel's Ferro-chrome plant which is 55,000 tonne per annum set up by Tata Steel in Ganjam district of Odisha was inaugurated by Chief Minister Naveen Patnaik The Ferro-chrome at Gopalpur Industrial Park is a unique environment-friendly plant with state-of-the-art pollution control equipment and technology such as Effluent Treatment Plant and Sewage Treatment Plant. For latest odia news, Odisha political news, Odisha entertainment news SUBSCRIBE to MBC TV Here: https://goo.gl/5WRw7I Follow MBC TV on Social Media: Facebook: https://www.facebook.com/MBCOdisha Twitter: https://twitter.com/MBCTVODISHA Instagram: https://www.instagram.com/mbctv_odisha/ For More News and Videos Visit Here: www.mbctv.co.in/ ଗୋପାଳପୁର ରେ ଟାଟା ପ୍ରକଳ୍ପ କରାଯିବା ନେଇ ଦୀର୍ଘ ବର୍ଷ ଧରି ରହିଥିବା ସ୍ୱପ୍ନ ସାକାର ହୋଇଛି । ୧୯୯୫ ରୁ ରଖାଯାଇଥିବା ଜମି ଅଧିଗ୍ରହଣ ପରେ ଶେଷରେ ଟାଟା ଫେରୋକ୍ରମ କାରଖାନା କୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯାହାକୁ ନେଇ ବିଭିନ୍ନ ମହଲରେ ଦେଖାଯାଇଛି ଖୁସିର ଲହରୀ । ଗଞ୍ଜାମ ଜିଲ୍ଲାର ଗୋପାଳପୁର ରେ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି ଟାଟାର ଫେରୋକ୍ରମ କାରଖାନା । ଶେଷରେ ଟାଟା ପ୍ରକଳ୍ପ ର ଚିମିନିରୁ ବାହାରିଛି ଧୁଆଁ । ଯାହାକି ଜିଲ୍ଲା ବାସୀ ଙ୍କ ଦୀର୍ଘ ବର୍ଷର ସ୍ୱପ୍ନ ଏକ ସାକାର ହୋଇଥିବା ବେଳେ ଏହାକୁ ଦୀର୍ଘ ଦିନ ଧରି ଅପେକ୍ଷା କରି ରହିଥିଲେ ଦକ୍ଷିଣ ଓଡିଶା ବାସୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଉପସ୍ଥିତିରେ ଏହି ପ୍ରକଳ୍ପ କୁ ଉଦଘାଟନ କରାଯାଇଥିବା ବେଳେ ଟାଟା ର ଆଗାମୀ ଲକ୍ଷ୍ୟ ଏବଂ ଗୋପାଳପୁର ପ୍ରକଳ୍ପ ର ବିଶେଷତ୍ତ୍ୱ କୁ ବର୍ଣ୍ଣନା କରିଥିଲେ ଟାଟାର ପରିଚାଳନା ନିର୍ଦ୍ଧେଶକ । ଗୋପାଳପୁର ରେ ୧୯୯୫ ମସିହାରେ ଟାଟା ର ମେଗା ଇସ୍ପାତ କାରାଖାନା କରାଯିବା ପାଇଁ ଚାରି ହଜାର ଏକର ଜମି ଜମି ଅଧିଗ୍ରହଣ କରାଯାଇଥିଲା । ହେଲେ ବିଭିନ୍ନ କାରଣରୁ ଟାଟା ର ମେଗା ପ୍ରକଲ୍ପ ହୋଇପାରିନଥିବା ବେଳେ ଟାଟା ଫେରୋକ୍ରୋମ୍ କରିବାକୁ ଘୋଷଣା କରିଥିଲା । ଏପରିକି ସ୍ୱତନ୍ତ୍ର ଅର୍ଥନୈତିକ ଜୋନ୍ ଭାବରେ ଘୋଷଣା ହୋଇଥିବା ବେଳେ ଇଣ୍ଡଷ୍ଟିଆଲ୍ ପାର୍କ କରାଯିବାକୁ ଲକ୍ଷ୍ୟ ରଖାଯାଇଥିଲା । ଆଉ ଶେଷରେ ଟାଟା ର ଫେରୋକ୍ରୋମ କାରାଖାନା କାର୍ଯ୍ୟ ଆରମ୍ଭ ହୋଇସାରିଥିବା ବେଳେ ଆଗାମୀ ଦିନରେ ନୂତନ ଇନଭେଷ୍ଟର ମାନେ ଆସିବେ ବୋଲି ଆଶା ରଖାଯାଇଛି । ଦୀର୍ଘ ବର୍ଷର ପ୍ରତିକ୍ଷା ପରେ ଗୋପାଳପୁର ରେ ଟାଟାର ଫେରୋକ୍ରୋମ୍ କାରଖାନା କାର୍ଯ୍ୟ ଆରମ୍ଭ ହୋଇସାରିଥିବାରୁ ଆଗାମୀ ଦିନରେ ଅନ୍ୟ ପ୍ରକଳ୍ପ ଗୁଡିକ ପର୍ଯ୍ୟାୟ କ୍ରମେ ଶୁଭାରମ୍ଭ ହେବ ବୋଲି ଆଶା ରଖାଯାଉଛି ।
Views: 2651 MBC TV
ANTARANGA: Sujata Mohapatra Interview | Eminent Odissi Dancer | MBC TV
 
11:36
Antaranga with World renowned Classical Odissi Dancer- Sujata Mohapatra with Itishree Nayak Sujata Mohapatra is an eminent Indian classical dancer and teacher of Odissi dancing style. Sujata Mohapatra was born in Balasore in 1968. She started learning Odissi at an early age from Guru Sudhakar Sahu. She came to Bhubaneshwar, Odisha, in 1987 to further her training under Padma Vibhushan Guru Kelucharan Mohapatra at Odissi Research Center in Bhubaneshwar. She married Ratikant Mohapatra, son of Guru Kelucharan Mohapatra. Her daughter Preetisha Mohapatra is also an Odissi dancer. SUBSCRIBE to MBC TV Here: https://goo.gl/5WRw7I Follow MBC TV on Social Media: Facebook: https://www.facebook.com/MBCOdisha Twitter: https://twitter.com/MBCTVODISHA Instagram: https://www.instagram.com/mbctv_odisha/ For More News and Videos Visit Here: www.mbctv.co.in/
Views: 12583 MBC TV
Cuttack ODI: India And England Team to Arrive in Bhubaneswar Tomorrow | MBC TV
 
02:05
Cuttack ODI: India And England Team to Arrive in Bhubaneswar Tomorrow. Both the teams will stay in Mayfair Hotel. The ticket selling and the issuing of entry pass for the India versus England ODI match scheduled on January 19 has started with huge crowd thronged at the gate of the Barabati stadium here in the millennium city. For latest odia news, Odisha political news, Odisha entertainment news SUBSCRIBE to MBC TV Here: https://goo.gl/5WRw7I Follow MBC TV on Social Media: Facebook: https://www.facebook.com/MBCOdisha Twitter: https://twitter.com/MBCTVODISHA Instagram: https://www.instagram.com/mbctv_odisha/ For More News and Videos Visit Here: www.mbctv.co.in/ ବାରବାଟିରେ ଦିନିକିଆ କ୍ରିକେଟ୍ ମ୍ୟାଚ ପାଇଁ ଆସନ୍ତାକାଲି ଭୁବନେଶ୍ୱରରେ ପହଞ୍ଚିବେ ଭାରତ ଏବଂ ଇଂଲଣ୍ଡ ଟିମର ଖେଳାଳି . ଏଥିପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ମକଡ୍ରିଲ୍ କରାଯାଇଛି . ଭୁବନେଶ୍ୱରର ମେଫେୟାର ହୋଟେଲର ତାଙ୍କର ରହଣି ପାଇଁ ବ୍ୟବସ୍ଥା ହୋଇଥିବାରୁ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି . ଏୟାରପୋର୍ଟ ରୋଡରୁ ଜୟଦେବବିହାର ରୋଡ ପର୍ଯ୍ୟନ୍ତ ପୋଲିସ୍ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବ . ଏହାସହ ମେଫେୟାରରେ ଖେଳାଳୀଙ୍କ ପାଇଁ ସମୁଦାୟ 87ଟି ରୁମ୍ ବୁକ ହୋଇଥିବା ବେଳେ ଅନ୍ୟାନ୍ୟ ସୁବିଧା ଯୋଗାଇଦେବାକୁ ହୋଟେଲ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି . ମେଫେୟାର ହୋଟେଲରେ ରହିବେ ଭାରତ ଏବଂ ଇଂଲଣ୍ଡ ଟିମର ଖେଳାଳି. ଆସନ୍ତା କାଲି ଦିନ 1.30 ସମୟରେ ଭୁବନେଶ୍ୱରକୁ ସ୍ୱତନ୍ତ୍ତ ପ୍ଲେନ୍ ଦ୍ୱାର ପହଞ୍ଚିବେ . ଏୟାରପୋର୍ଟରେ ପହଞ୍ଚିବାପରେ ତାଙ୍କ ପାଇଁ ଏକ ସ୍ୱତନ୍ତ୍ତ ଏସି ବସ ଯୋଗେ ମେଫେୟାର ହୋଟଲକୁ ନିଆଯିବ . ଭାରତ ଏବଂ ଇଂଲଣ୍ଡ ଟିମରେ ଖେଳାଳୀଙ୍କ ପାଇଁ ସମୁଦାୟ 87ଟି ହୋଟେଲ ରୁମ ର ସୁବିଧା ରଖାଯାଇଛି . ଭାରତ ଏବଂ ଇଂଲଣ୍ଡ ଟିମର ଖେଳାଳୀଙ୍କ ପାଇଁ ସ୍ୱତନ୍ତ୍ ଖାଇବା ବ୍ୟାବସ୍ଥା କରାଯାଇଥିବା ସହିତ ବୁଫେର ବ୍ୟବସ୍ଥା କରିଛନ୍ତି ହୋଟେଲ୍ କର୍ମଚାରୀ . ସେପଟେ ଭୁବନେଶ୍ୱରରେ ଖେଳାଳୀ ପହଞ୍ଚିବା ପରେ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷ କରାଯାଇଛି . ଖେଳାଳୀଙ୍କ ସ୍ୱତନ୍ତ୍ତ ବସ ସମୁଖରେ ଏସଓଜି କମାଣ୍ଡୋ କାର୍ , ଏସକର୍ଟ କାର୍ ଯିବ . ସେହିପରି ବସ ପଛରେ ପୋଲିସର ଦୁଇଟି କାର ସମେତ କର୍ଡନ କରିବାକୁ ଦୁଇପାର୍ଶ୍ୱରେ ଚାରୋଟି ସୁରକ୍ଷାବାହିନୀଙ୍କ ଗାଡି ଜଗିବେ . ଏୟାରପୋର୍ଟ ଛକ , ଏଜି ଛକ ଦେଇ ରାଜଭବନ , ପାଓ୍ୱାରହାଉସ ଛକ ଏବଂ ତାପରେ ଜୟଦେବବିହାର ଛକଦେଇ ମେଫେୟାରରେ ପହଞ୍ଚିବେ ଖେଳାଳୀ ଦଳ . ସମସ୍ତ ଛକମାନଙ୍କରେ ବାରିକେଡ୍ ବ୍ୟାବସ୍ଥା କରି ସାଧା ପୋଷାକଧାରୀ ପୋଲିସ ମୁତୟନ ହେବେ . ଗଳି କନ୍ଦି ମାନଙ୍କରେ ପିସିଆର ଭ୍ୟାନ ଜବିରହିବେ . ଖେଳାଳୀଙ୍କ ପହଞ୍ଚିବାପରେ ସେହି ରାସ୍ତ ଦେଇ ଅନ୍ୟ କୌଣସି ବାଇକ କିମ୍ବ କାରକୁ 15 ମିନିଟ ପୂର୍ବରୁ ଛଡାଯିବନାହିଁ ବୋଲି ଜଣାପଡିଛି . ଭୁବନେଶ୍ୱରରେ ଉଭୟ ଦଳଙ୍କ ପାଇଁ ରହଣି ହୋଇଥିବାରୁ ଆସନ୍ତାକାଲି ଦର୍ଶକଙ୍କ ପ୍ରବଳ ଭିଡ ଜମିବ ବୋଲି ଜଣାପଡିଛି .
Views: 152429 MBC TV
EPISODE 02 || RAMAKATHA || PART 01
 
11:51
Don't miss RAMA KATHA show every Thursday at 8.00 am, & Repeat at 5.30pm only on MBC TV Moderator : Santosh Mohanty SUBSCRIBE to MBC TV Here: https://goo.gl/5WRw7I Follow MBC TV on Social Media: Facebook: https://www.facebook.com/MBCOdisha Twitter: https://twitter.com/MBCTVODISHA Instagram: https://www.instagram.com/mbctv_odisha/ For More News and Videos Visit Here: www.mbctv.co.in/
Views: 4914 MBC TV
Bijepur By-Poll: BJD, BJP & Congress Candidates Biography
 
02:24
SUBSCRIBE to MBC TV Here: https://goo.gl/5WRw7I Follow MBC TV on Social Media: Facebook: https://www.facebook.com/MBCOdisha Twitter: https://twitter.com/MBCTVODISHA Instagram: https://www.instagram.com/mbctv_odisha/ For More News and Videos Visit Here: www.mbctv.co.in/
Views: 54864 MBC TV
CM Naveen Patnaik Travels In "Mo Bus" In Bhubaneswar || Reaction Of BJD
 
02:39
SUBSCRIBE to MBC TV Here: https://goo.gl/5WRw7I Follow MBC TV on Social Media: Facebook: https://www.facebook.com/MBCOdisha Twitter: https://twitter.com/MBCTVODISHA Instagram: https://www.instagram.com/mbctv_odisha/ For More News and Videos Visit Here: www.mbctv.co.in/
Views: 6950 MBC TV
Bhubaneswar: Men Arrested With Brown Sugar From Haldipadia Slum | MBC TV
 
02:00
5 Men Arrested With Brown Sugar From Haldipadia Slum By Excise Department in Bhubaneswar SUBSCRIBE to MBC TV Here: https://goo.gl/5WRw7I Follow MBC TV on Social Media: Facebook: https://www.facebook.com/MBCOdisha Twitter: https://twitter.com/MBCTVODISHA Instagram: https://www.instagram.com/mbctv_odisha/ For More News and Videos Visit Here: www.mbctv.co.in/ ରାଜଧାନୀରେ ନିଶା କାରବାରର ପେଣ୍ଠ କୁହାଯାଉଥିବା ହଳଦିପଡିଆ ବସ୍ତିରୁ ୮୦ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ଅବକାରୀ ବିଭାଗ . କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦାର ମୋବାଇଲ ଟିମ ଚଢଉ କରି ବ୍ରାଉନ ସୁଗାର ଜବତ ସହ ୫ ଜଣଙ୍କୁ ଗିରଫ କରିଛି . ବେଶ କିଛି ଦିନ ହେଲା ହଳଦୀ ପଡିଆ ବସ୍ତି ନିଶା କାରବାରର ଭୂସର୍ଗ ପାଲଟିଥିବା ବେଳେ ଅବକାରୀ ଚଢଉ କରି ପାଖାପାଖି ୫ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ କରିଛି ଅବକାରୀ ଗୁଇନ୍ଦା ବିଭାଗ ଟିମ୍. ପତା, ସିମକାର୍ଡ, ମାଲ ଓ ଗୁଡି . ଏଭଳି କୋଡ ୱାର୍ଡରେ ଚାଲିଥାଏ ବେପାର . ରାଜଧାନୀ ହଲଦିପଡିଆ ବସ୍ତିରେ ଏହା ଏବେ ନିତିଦିନିଆ . ନିଶା ବେପାରୀ ଖୁଲମଖୁଲା କୋଡ ୱାର୍ଡରେ ବାଉନସୁଗାର ପୁଡିଆକୁ ଗ୍ରାହଙ୍କୁ ଏଭଳି କାଇଦାରେ କାରବାର କରିଥାନ୍ତି . ଆଉ ଗ୍ରାହକ ଓ ନିଶାବେପାରୀଙ୍କ ଏହି କୋଡୱାର୍ଡରରେ କେହି ପଶିପାରିନଥାନ୍ତି . ପୋଲିସ ଯେତେ ଉଦ୍ୟମ କଲେ ବି ହଲଦିପଡିଆ ବସ୍ତିରୁ ନିଶା ବେପାରୀଙ୍କ କାରବାର ହଟାଇ ପାରିନାହିଁ . ବରଂ ପ୍ରତିଥର କାରବାରର କାଇଦା ବଢିବା ସହ ବେପାର ମଧ୍ୟ ଜମୁଛି . ଟ୍ରେନ ଓ ବସ ଯୋଗେ ରାଜ୍ୟ ବାହାରୁ ମାଲ ଆସି ସିଧା ପହଞ୍ଚିଯାଉଛି ହଲଦୀପଡିଆ ବସ୍ତିରେ . ଆଜି ଅବକାରୀ ବିଭାଗର କେନ୍ଦ୍ରୀୟ ଗୁଇନ୍ଦା ଟିମ ହଲଦିପଡିଆ ବସ୍ତିରେ ଚଢଉ କରି ପାଞ୍ଚ ଜଣଙ୍କୁ ଗିରଫ ପରେ ଏକଥା ପଦାକୁ ଆସିଛି . ଅବକାରୀ ବିଭାଗର ସୁଚନା ମୁତାବକ ପଶ୍ଚିମବଙ୍ଗ ସୀମାନ୍ତରେ ଥିବା ଓଡିଶାର ଜଳେଶ୍ୱରରୁ ରାଜଧାନୀକୁ ଏହି ବ୍ରାଉନ ସୁଗାରର ଚେର ଲମ୍ୱିଛି . ଗିରଫଙ୍କ ପାଖରୁ ଜଳେଶ୍ୱର ଟ୍ରେନ ଟିକେଟ ସମେତ ନଗଦ ଟଙ୍କା ଓ ମୋବାଇଲ ଜବତ କରିଛି . ଫୋନ ଜରିଆରେ କଥାବାର୍ତ୍ତା ହେବା ପରେ ଜଳେଶ୍ୱର ଯାଇ ଏହି ଅଭିଯୁକ୍ତ ବାଉନସୁଗାର ନେଇ ଆସିଥାନ୍ତି . ଆଉ ଏଠାରେ ଛୋଟଛୋଟ ପୁଡିଆ କରି ଗ୍ରାହକଙ୍କୁ ଫୋନ ଯୋଗୋ ହିଭିନ୍ନ ଛକରେ ଠିଆ ହୋଇ କୋଡ ୱାର୍ଡରେ ବିକ୍ରି କରିଥାନ୍ତି . ବିଶେଷ କରି ଯୁବଗୋଷ୍ଠୀ ଏହି ନିଶାବେପାରୀଙ୍କ ଗ୍ରାହକ ହୋଇଥିବାରୁ କାରବାର ନେଇ କୌଣସି ଅସୁବିଧା ହୋଇନଥାଏ . ତେବେ କୌଣସି ସୁତ୍ରୁ ଖବର ପାଇ ଅବକାରୀ ବିଭାଗ ଚଢଉ କରି ପାଞ୍ଚ ଜଣଙ୍କୁ ଗିରଫ କରିଥିବା ବେଲେ ଜବତ ବ୍ରାଉନସୁଗାରର ମୂଲ୍ୟ ପାଞ୍ଚ ଲକ୍ଷରୁ ଅଧିକ ହେବେ ବୋଲି କହିଛି . କମିଶନରେଟ ପୋଲିସ ଓ ଅବକାରୀ ବିଭାଗ ବାରମ୍ୱାର ଚଢଉ କରୁଥିଲେ ବି ହଲଦିପଡିଆ ବସ୍ତିରୁ ହଟିପାରୁନି ନିଶା କାରବାରର ଚେର .
Views: 12776 MBC TV
ANTARANGA:  Interview With Jagannath Swain Mohapatra | Badagrahi of Lord Jagannath | MBC TV
 
09:44
Antaranga: Interview with Jagannath Swain Mohapatra Jagannath Swain Mohapatra is a senior Badagrahi (body protector) of Lord Jagannath of Puri's famous Jagannath Temple. SUBSCRIBE to MBC TV Here: https://goo.gl/5WRw7I Follow MBC TV on Social Media: Facebook: https://www.facebook.com/MBCOdisha Twitter: https://twitter.com/MBCTVODISHA Instagram: https://www.instagram.com/mbctv_odisha/ For More News and Videos Visit Here: www.mbctv.co.in/
Views: 5906 MBC TV
Grand Funeral Of MLA Subal Sahu Carried Out In Bijepur
 
03:21
Grand Funeral Of MLA Subal Sahu Carried Out In Bijepur
Views: 22966 MBC TV
Antaranga With Odisha Excise Minister Damodar Rout Part - 2 | MBC TV Special
 
07:14
Watch the exclusive interview with Odisha's Excise Minister Damodar Rout in this MBC TV's special program Antaranga SUBSCRIBE to MBC TV Here: https://goo.gl/5WRw7I Follow MBC TV on Social Media: Facebook: https://www.facebook.com/MBCOdisha Twitter: https://twitter.com/MBCTVODISHA Instagram: https://www.instagram.com/mbctv_odisha/ For More News and Videos Visit Here: www.mbctv.co.in/
Views: 6927 MBC TV
Veteran Ollywood Actor "Minaketan" Is No More
 
02:53
Veteran Ollywood Actor "Minaketan" Is No More
Views: 19735 MBC TV
News Bulletin: "ବିରୋଧୀଙ୍କ Target ରେ Damodara Rout" || Exclusive Report
 
03:12
SUBSCRIBE to MBC TV Here: https://goo.gl/5WRw7I Follow MBC TV on Social Media: Facebook: https://www.facebook.com/MBCOdisha Twitter: https://twitter.com/MBCTVODISHA Instagram: https://www.instagram.com/mbctv_odisha/ For More News and Videos Visit Here: www.mbctv.co.in/
Views: 19639 MBC TV
News Bulletin: Operation 'Sundari' || Elephant to capture 'Sundari' || MBCTv
 
02:14
SUBSCRIBE to MBC TV Here: https://goo.gl/5WRw7I Follow MBC TV on Social Media: Facebook: https://www.facebook.com/MBCOdisha Twitter: https://twitter.com/MBCTVODISHA Instagram: https://www.instagram.com/mbctv_odisha/ For More News and Videos Visit Here: www.mbctv.co.in/
Views: 19240 MBC TV
Odisha: Bangomunda Dhanuyatra Begins In Bolangir District | MBC TV
 
02:34
Bangomunda Dhanuyatra Begins In Bolangir District SUBSCRIBE to MBC TV Here: https://goo.gl/5WRw7I Follow MBC TV on Social Media: Facebook: https://www.facebook.com/MBCOdisha Twitter: https://twitter.com/MBCTVODISHA Instagram: https://www.instagram.com/mbctv_odisha/ For More News and Videos Visit Here: www.mbctv.co.in/ ଢୋଲ ନିଶାନ ଢାପା ଓ ଘଣ୍ଟ ବାଦ୍ୟରେ କମ୍ପିଲା ବଲାଙ୍ଗିର ଜିଲ୍ଲାର ବଙ୍ଗୋମୁଣ୍ଡା ଗାଁ . ମହାରାଜା କଂସଙ୍କ ଶୋଭାଯାତ୍ରା ଓ ରଥରେ ବସି କୃଷ୍ଣ ବଳରାମଙ୍କ ଶୋଭାଯାତ୍ରା ସହିତ ମିନାବଜାର ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଆତିଶବାଜି ମନ ମୋହିଲା ଦର୍ଶକଙ୍କର . ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମହାଆଡମ୍ବରରେ ପାଳିତ ହେଲା ବଙ୍ଗୋମୁଣ୍ଡା ଧନୁ ଯାତ୍ରା . ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଗାଁ ହୋଇଉଠିଲା ଲୋକାରଣ୍ୟ . ଅବସର ଥିଲା ଦୀର୍ଘ ୩୦ ବର୍ଷ ଧରି ପାଳିତ ହୋଇ ଆସୁଥିବା ଧନୁଯାତ୍ରାର . ବଙ୍ଗୋମୁଣ୍ଡା ନିକଟରେ ଥିବା ଗୋହିରା ପଦର ଗୋପପୁର ହୋଇଥିବା ବେଳେ ବଙ୍ଗୋମୁଣ୍ଡା ହୋଇଥିଲା ମଥୁରା କଟକ . ସତେ ଯେପରି ପରା ଗାଁ ହୋଇଯାଇଥିଲା ମଥୁରା ଓ ଗ୍ରାମବାସୀ ହୋଇଯାଇଥିଲେ ପ୍ରବଳ ପ୍ରତାପି ମହାରାଜା କଂସଙ୍କ ପ୍ରଜା . ଅପରାହ୍ନରେ ବାହାରି ଥିଲା ମହାରାଜା କଂସଙ୍କ ନଗର ଭ୍ରମଣ ପାଇଁ ଶୋଭାଯାତ୍ରା . ଅଷ୍ଟ ମଲ୍ଲଙ୍କ ସହ ମହାରାଜା କଂସଙ୍କ ଶୋଭାଯାତ୍ରାରେ ବାଜୁଥିଲା ବୀରବାଦ୍ୟ ଘୁମୁରା ଓ ପାଶ୍ଚାତ୍ୟ ବାଦ୍ୟ ଦୁଲଦୁଲି . ଢୋଲ ନିଶାନ ଢାପା ଓ ମହୁରୀର ସମାହାରରେ ପ୍ରକମ୍ପିତ ହୋଇଉଠିଥିଲା ପାରା ବଙ୍ଗୋମୁଣ୍ଡା ଗାଁ . ମହାରାଜା କଂସ ମଧ୍ୟ ଏକ ରଥ ଉପରେ ବସି ସହର ପରିକ୍ରମା କରିଥିଲେ ଓ ପ୍ରଜାଙ୍କ ସାମାନ୍ୟ ଦୋଷ ତ୍ରୁଟି ଦେଖିଲେ କଠୋର ଦଣ୍ଡ ବିଧାନ କରୁଥିଲେ . ନଗର ପରିକ୍ରମା କରି ଶୋଭାଯାତ୍ରା ପହଞ୍ଚିଥିଲା ବଙ୍ଗୋମୁଣ୍ଡା ଖେଳପଡିଆକୁ . ସେଠି ଲାଗିଥିଲା ମିନା ବଜାର ବିଭିନ୍ନ ପ୍ରକାରର ଦୋଳି ଓ ଅନେକ ଦୋକାନ ବଜାର . ଚଳିତ ବର୍ଷର ଏହି ଧନୁଯାତ୍ରାର ଉଦଯାପନୀ ଦିନରେ ରାଜକୀୟ ଅତିଥି ଭାବେ ମାନ୍ୟବର ପରିବହନ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ ଓ କଣ୍ଟାବାଞ୍ଝୀ ବିଧାୟକ ହାଜି ମହମ୍ମଦ ଆୟୁବ ଖାଁ ଯୋଗ ଦେଇଥିଲେ . ଉଦଯାପନୀ ଦିନ ଶେଷରେ ଶ୍ରୀକୃଷ୍ଣଙ୍କ ସହ ମଲ୍ଲଯୁଦ୍ଧରେ ଶେଷରେ ପ୍ରାଣ ହରାଇଲେ ପ୍ରବଳପ୍ରତାପୀ କଂସ . ଏହାପରେ ଆରମ୍ଭ ହୋଇଥିଲା ଆତଶବାଜୀ . ଯୁଗେ ଯୁଗେ ଅଧର୍ମ ଉପରେ ଧର୍ମର ବିଜୟ ଓ ଅସତ୍ୟ ଉପରେ ସତ୍ୟର ଜୟ ହୋଇଆସୁଛି . ତାହା ତ୍ରେତୟା ଯୁଗରେ ରାବଣ ବଧ ହେଉ ବା ଦ୍ୱାପର ଯୁଗରେ କଂସ ବଧ ହେଉ . ତେବେ ଚଳିତ ବର୍ଷର ଧନୁଯାତ୍ରା ସରିବା ପରେ ବଙ୍ଗୋମୁଣ୍ଡା ବାସି ଚାହିଁ ବସିଛନ୍ତି ଆରବର୍ଷକୁ .
Views: 2746 MBC TV
Sahi Yatra Commences at Puri on The Ocassion of Sri Rama Navami | MBC TV
 
02:32
Sahi Yatra Commences at Puri on The Ocassion of Sri Rama Navami. Puri, the holy city of Lord Jagannath is culturally enriched by several rituals, colourful festivals and living traditions. A spring carnival called 'Sahi Yatra' or the street play of the pilgrim city Puri is a very popular festival. It is one of the oldest festival of Puri and believed to have begun in 1230 AD. As per the records, in the 11th century, during the regime of Chodoganga Deva, King of Puri, many 'kotas' (forts), bastions and 'Jagagharas' (Gymnasiums) were developed to safeguard Puri town from invaders. At that time Meghanada Prachira, the massive boundary wall which surrounds Lord Jagannth Temple now, was not built and it was the duty of the Jagagharas to protect the temple from enemies. For latest odia news, Odisha political news, Odisha entertainment news SUBSCRIBE to MBC TV Here: https://goo.gl/5WRw7I Follow MBC TV on Social Media: Facebook: https://www.facebook.com/MBCOdisha Twitter: https://twitter.com/MBCTVODISHA Instagram: https://www.instagram.com/mbctv_odisha/ For More News and Videos Visit Here: www.mbctv.co.in ଶ୍ରୀରାମ ନବମୀ ତିଥିରୁ ପୁରୀରେ ଆରମ୍ଭ ହୋଇଯ଼ାଇଛି ସାହିଯ଼ାତ. ଶ୍ରୀରାମ ଜନ୍ମ ଠାରୁ ରାଜାଭିଷେକ ପର୍ଯ଼୍ଯନ୍ତ ବିଭିନ୍ନ ପ୍ରସଙ୍ଗକୁ ନେଇ ଶ୍ରୀକ୍ଷେତ୍ର ସାହିଯ଼ାତ ରୁଦ୍ଧିମନ୍ତ. ବିଭିନ୍ନ ଜାଗା ଆଖଡା ତରଫରୁ ଏହି ସାହିଯ଼ାତକୁ ଅନୁଷ୍ଠିତ କରାଯ଼ାଇଥାଏ.ସାହିଯ଼ାତ ମାଧ୍ଯମରେ ପାରମ୍ପରିକ ନୃତ୍ଯକୁ ବାଦି ସାହିରେ ପ୍ରଦର୍ଶନ କରାଯ଼ିବା ସହ ଭାଇଚାରା ଏବଂ ସୌହାର୍ଯ଼୍ଯପୂର୍ଣ୍ଣ ପରିବେଶର ସୃଷ୍ଟି ହୋଇଥାଏ.ଏଥିଲାଗି ପୁରୀର ଜାଗା ଆଖଡାରେ ଚାଲିଛି ଜୋରଦାର ପ୍ରସ୍ତୁତି. ଶ୍ରୀକ୍ଷେତ୍ର ପୁରୀରେ 12ମାସରେ 13ଯ଼ାତରା ଅନୁଷ୍ଠିତ ହୋଇଥାଏ.ଇତିମଧ୍ଯରୁ ସାହିଯ଼ାତ ହେଉଛି ଏକ ଅନନ୍ଯ ପରମ୍ପରା.ପବିତ୍ର ଶ୍ରୀରାମ ନବମୀ ତିଥିରୁ ଆରମ୍ଭ ହୋଇ ମର୍ଯ଼୍ଯଦା ପୁରୁଷୋତ୍ତମ ରାମଚନ୍ଦ୍ରଙ୍କର ରାଜାଭିଷେକ ପର୍ଯ଼୍ଯନ୍ତ ସମସ୍ତ ପ୍ରସଙ୍ଗକୁ ନେଇ ପୁରୀର ସାହିଯ଼ାତ ରୁଦ୍ଧିମନ୍ତ.ଶ୍ରୀମନ୍ଦିରକୁ ସୁରକ୍ଷା ଦେବା ପାଇଁ ମନ୍ଦିର ଚତୁଃପାର୍ଶ୍ବରେ ଗଢାଯ଼ାଇଥିବା ବିଭିନ୍ନ ଜାଗା ଆଖଡାରୁ ଯ଼ୁବକ ମାନେ ମାସ ମାସ ଧରି ଅକ୍ଲାନ୍ତ ପରିଶ୍ରମ କରି ସାହିଯ଼ାତରେ ପାରମ୍ପରିକ ନୃତ୍ଯକୁ ପରିବେଶଣ କରିଥାନ୍ତି.ତେବେ ଏହି ସାହିଯ଼ାତର ଭିନ୍ନ ଏକ ସ୍ବାଦ ହେଉଛି.....ଗୋଟିଏ ସାହିରେ ଥିବା ଜାଗା ଆଖଡାର ଯ଼ୁବକମାନେ ନିଜ ନିଜର ସାହିଭାଇ,ଜାଗା ସାଙ୍ଗ ଏବଂ ସମର୍ଥକଙ୍କୁ ସାଥିରେ ଧରି ବାଦି ସାହିରେ ନିଜର ନୃତ୍ଯ,ସମରକଳା ଏବଂ ରଣକୌଶଳ ପ୍ରଦର୍ଶନ କରିଥାନ୍ତି. ଏହାଦ୍ବାରା ସାହି ସାହି ଭିତରେ ବନ୍ଧୁତ୍ବ ଭାବ ବଢିବା ସାଙ୍ଗେ ସାଙ୍ଗେ ଭାଇଚାରା ସୃଷ୍ଟି ହୋଇଥାଏ. ଯ଼ୁବକ ମାନେ ପିସ୍ତା ବାଦାମ,କ୍ଷୀର,ସର ଇତ୍ଯାଦି ଖାଦ୍ଯକୁ ଖାଇବା ସଙ୍ଗେ ସଙ୍ଗେ ଅନେକ ଦିନ ଏହି ନୃତ୍ଯକୁ ନିଜ ନିଜର ଜାଗାରେ ଅଭ୍ଯାସ କରିଥାନ୍ତି.ତେବେ ଜଗନ୍ନାଥ ସଂସ୍କୃତି ଏବଂ ଶ୍ରୀମନ୍ଦିର ନୀତିକାନ୍ତି ସହ ଜଡିତ ଏହି ପାରମ୍ପରିକ ପରମ୍ପରା କାହିଁ କେତେ କାଳରୁ ଏଭଳି ଚାଲିଆସୁଅଛି.
Views: 3598 MBC TV
Hockey Men's World Cup Bhubaneswar 2018
 
03:03
SUBSCRIBE to MBC TV Here: https://goo.gl/5WRw7I Follow MBC TV on Social Media: Facebook: https://www.facebook.com/MBCOdisha Twitter: https://twitter.com/MBCTVODISHA Instagram: https://www.instagram.com/mbctv_odisha/ For More News and Videos Visit Here: www.mbctv.co.in/
Views: 2909 MBC TV
Top 10 || Non-stop News || Nov 06, 2018 || MBCTv
 
03:09
SUBSCRIBE to MBC TV Here: https://goo.gl/5WRw7I Follow MBC TV on Social Media: Facebook: https://www.facebook.com/MBCOdisha Twitter: https://twitter.com/MBCTVODISHA Instagram: https://www.instagram.com/mbctv_odisha/ For More News and Videos Visit Here: www.mbctv.co.in/
Views: 3791 MBC TV
Cuttack: An Old Custom Behind Chandni Chowk Durga Puja Celebration
 
03:11
Cuttack: An Old Custom Behind Chandni Chowk Durga Puja Celebration
Views: 11606 MBC TV
"Congress ଫୋକସରେ Mayurbhanj", Congressର ଦ୍ୱିତୀୟ ପର୍ଯ୍ୟାୟ ଜାଗରଣ ଯାତ୍ରା || MBCTv
 
02:31
SUBSCRIBE to MBC TV Here: https://goo.gl/5WRw7I Follow MBC TV on Social Media: Facebook: https://www.facebook.com/MBCOdisha Twitter: https://twitter.com/MBCTVODISHA Instagram: https://www.instagram.com/mbctv_odisha/ For More News and Videos Visit Here: www.mbctv.co.in/
Views: 4253 MBC TV
Special Interview With Brahma Kumari Shivani || MBCTV Exclusive
 
25:19
Watch a special interview with eminent teacher "Shivani Verma" who is well known for her spiritual teachings and is serving at the Brahma Kumaris World Spiritual University since the year 1995. Stay tuned to watch mbctv's exclusive on friday at 7:30 pm, only on MBC TV.
Views: 66587 MBC TV
ANTARANGA:  Interview With Jagannath Swain Mohapatra | Badagrahi of Lord Jagannath - Part 3 | MBC TV
 
07:07
Antaranga: Interview with Jagannath Swain Mohapatra Jagannath Swain Mohapatra is a senior Badagrahi (body protector) of Lord Jagannath of Puri's famous Jagannath Temple. SUBSCRIBE to MBC TV Here: https://goo.gl/5WRw7I Follow MBC TV on Social Media: Facebook: https://www.facebook.com/MBCOdisha Twitter: https://twitter.com/MBCTVODISHA Instagram: https://www.instagram.com/mbctv_odisha/ For More News and Videos Visit Here: www.mbctv.co.in/
Views: 19260 MBC TV
ANTARANGA: Saswat Joshi Interview | Eminent Indian Odissi Classical Dancer | MBC TV
 
06:39
Antaranga with World renowned Classical Odissi Dancer- Saswat Joshi with Itishree Nayak Saswat Joshi, who hails from the hottest town of Titlagarh in Balangir district is today one of the brightest young male Odissi dancers of the State. Saswat Joshi is an Indian classical dancer, Choreographer, Model and an exponent of Odissi dancing style. Saswat started his professional Odissi training under Guru Padma Shri Kumkum Mohanty in 2000. He has been an exponent of Padma Bibhusan Guru Kelucharan Mohapatra Odissi style. SUBSCRIBE to MBC TV Here: https://goo.gl/5WRw7I Follow MBC TV on Social Media: Facebook: https://www.facebook.com/MBCOdisha Twitter: https://twitter.com/MBCTVODISHA Instagram: https://www.instagram.com/mbctv_odisha/ For More News and Videos Visit Here: www.mbctv.co.in/
Views: 37262 MBC TV
CM Naveen patnaik To Inaugurate Sahid Laxam Nayak Medical College & Hospital At Koraput.
 
02:57
SUBSCRIBE to MBC TV Here: https://goo.gl/5WRw7I Follow MBC TV on Social Media: Facebook: https://www.facebook.com/MBCOdisha Twitter: https://twitter.com/MBCTVODISHA Instagram: https://www.instagram.com/mbctv_odisha/ For More News and Videos Visit Here: www.mbctv.co.in/
Views: 1536 MBC TV
Chhatrapur: BJD Councillor Hacked To Death In Broad Day Light
 
02:09
Chhatrapur: BJD Councillor Hacked To Death In Broad Day Light
Views: 52573 MBC TV
ANTARANGA: Sujata Mohapatra Interview - Part 2 | Eminent Indian Classical Dancer | MBC TV
 
05:08
Antaranga with World renowned Classical Odissi Dancer- Sujata Mohapatra with Itishree Nayak Sujata Mohapatra is an eminent Indian classical dancer and teacher of Odissi dancing style. Sujata Mohapatra was born in Balasore in 1968. She started learning Odissi at an early age from Guru Sudhakar Sahu. She came to Bhubaneshwar, Odisha, in 1987 to further her training under Padma Vibhushan Guru Kelucharan Mohapatra at Odissi Research Center in Bhubaneshwar. She married Ratikant Mohapatra, son of Guru Kelucharan Mohapatra. Her daughter Preetisha Mohapatra is also an Odissi dancer. SUBSCRIBE to MBC TV Here: https://goo.gl/5WRw7I Follow MBC TV on Social Media: Facebook: https://www.facebook.com/MBCOdisha Twitter: https://twitter.com/MBCTVODISHA Instagram: https://www.instagram.com/mbctv_odisha/ For More News and Videos Visit Here: www.mbctv.co.in/
Views: 3612 MBC TV
IAF Air Show In Cuttack: Officials Visited The Kathjodi Riverbed To Review Preparation | MBC TV
 
03:17
Air Force officials visited the Kathjodi riverbed here today to review preparation for the ‘Air Show’, to be organised by the Indian Air Force (IAF). The Indian Air Force (IAF) will organise an ‘Air Show’ in the Millennium City on December 23 to commemorate the birth centenary of legendry leader late Biju Patnaik. The 40-minute air show will be performed by IAF at Khannagar Park to pay respect to Patnaik who was one of the best pilots of his time. IAF personnel will exhibit several daredevil acts including parachute dropping within radius of five km from Khannagar park over Kathajodi river bank. As many as 100 pilots, 10 IAF officials of Surya Kiran Aerobatics, Saranga Aerobatics and Akash Ganga Aerobatics teams of IAF will participate in the daredevil show with 6 helicopters, 10 fighter aircraft. For latest odia news, Odisha political news, Odisha entertainment news SUBSCRIBE to MBC TV Here: https://goo.gl/5WRw7I Follow MBC TV on Social Media: Facebook: https://www.facebook.com/MBCOdisha Twitter: https://twitter.com/MBCTVODISHA Instagram: https://www.instagram.com/mbctv_odisha/ For More News and Videos Visit Here: www.mbctv.co.in/ କଟକ ଆକାଶରେ ଉଡିବ ବାୟୁସେନାର ଆକାଶ ଗଙ୍ଗା, ସୂର୍ଯ୍ୟ କିରଣ ଆଉ ସାରଙ୍ଗ..... । ଏହି ୩ଟି ଟିମ୍‌ର ଲଢୁଆ ଯବାନ ଦେଖାଇବେ ସେମାନଙ୍କ ଦୁଃସାହସିକ ସମରକଳା । ଆସନ୍ତା ୨୩ରେ ଏହି ସମରକଳା ପ୍ରଦର୍ଶନ ରହିଥିବା ବେଳେ ଏବେ ଖାନନଗର ବୁରୁଜ ପାର୍କରେ ଚାଲିଛିଜୋରଦାର ପ୍ରସ୍ତୁତି । ଆଜି ଏହି ଅଞ୍ଚଳ ଅନୁଧ୍ୟାନ କରିଛନ୍ତି ବାୟୁସେନାର ପଦାଧିକାରୀ, କମିଶନରେଟ ପୋଲିସ ଓ ଜିଲ୍ଲା ପ୍ରଶାସନ । ଏପଟେ କଟକ ଆକାଶରେ କୌଣସି ବିପଦକୁ ଏଡାଇବା ଲାଗି ଆଜି ଠାରୁ ଗୁଡି ଉଡା ଓ ଆମିଷ ବିକ୍ରି ଉପରେ ନେଷେଦ୍ଧାଦେଶ ଜାରି କରିଛନ୍ତି ଜିଲ୍ଲାପାଳ... କଟକ କାଠଯୋଡୀ ପଠା ଉପରେ ଉଡୁଛି ହେଲିକାପ୍ଟର....ବାୟୁସେନାଙ୍କ କମାଣ୍ଡରେ ଦିଗ ପରିବର୍ତ୍ତନ କରୁଛି ହେଲିକାପ୍ଟରଟି । ଆଜି ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ଖାନନଗର ବୁରୁଜ ପାର୍କ ଉପରେ । କାରଣ ଏସବୁ ଚାଲିଥିଲା ଆସନ୍ତା ୨୩ ତାରିଖରେ ହେବାକୁ ଥିବା ବାୟୁସେନାର ଦୁଃସାହସିକ ସମରକଳାର ପ୍ରାକ୍‌ ପ୍ରସ୍ତୁତି । ତେଣୁ ଘଟଣା ସ୍ଥଳର ସ୍ଥିତି ପରଖିଛନ୍ତି ବାୟୁସେନାର ସ୍ୱତନ୍ତ୍ର ସ୍କ୍ୱାର୍ଡ, ପାଇଲଟ ଓ ଟେକ୍ନିକାଲ ଟିମ୍‌ । ନଦୀ ପଠାରୁ କେତେ ଉଚ୍ଚରେ ଉଡିବବିମାନ, କେଉଁ ଦିଗରେ ବିମାନର ଗତିପଥ ରହିବ ତଥା ସମକଳାର ପ୍ରଦର୍ଶନ ହେବ ସେ ନେଇ ଆଜି ତନଖି କରିଥିଲେ ବାୟୁ ସେନାଧିକାରୀମାନେ । ତେବେ ଆକାଶ ମାର୍ଗରେ ପକ୍ଷିର ଗତିବିଧି ଉଡାଣରେ ବାଧକ ସାଜିବାର ଆଶଙ୍କା ରହିଛି । ତେଣୁ ପକ୍ଷିଙ୍କ ଗତିବିଧିକୁ ପରିବର୍ତ୍ତନ କରିବା ପାଇଁ ସମସ୍ତ ପ୍ରୟାସ କରାଯାଉଥିବା କହିଛନ୍ତି ବାୟୁସେନାଧିକାରୀ. ଏହି ଦୁଃସାହସିକ ସମରକଳାକୁ ଦେଖିବା ଲାଗି ଲକ୍ଷାଧିକ ଦର୍ଶକଙ୍କ ଭିଡିର ଅନୁମାନ କରିଛି କମିଶନରେଟ ପୋଲିସ । ଏନେଇ ସୁରକ୍ଷା ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ୱ ଦେଇଛି ପୋଲିସ । ଖାସକରି ଖାନନଗର ଓ ରିଙ୍ଗବନ୍ଧ ଅଞ୍ଚଳରେ ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ଏହା ଛଡା ପ୍ରେସ ଛକ ରିଙ୍ଗ ବନ୍ଧ ଠାରୁ ଆରମ୍ଭ କରିଛି ବେଲ୍‌ଭ୍ୟୁପର୍ଯ୍ୟନ୍ତ ରାସ୍ତାକୁ ସିଲ୍‌ କରାଯିବ ।
Views: 10570 MBC TV
ANTARANGA: Balia Baba Interview - 2 | Founder of Sishu Ananta Ashram | MBC TV
 
04:32
Antaranga: Interview with Pujya Pujaka shrimad Baba Baliaji Maharaj. Pujya Pujaka shrimad Baba Baliaji Maharaj, a house-hold name in Odisha, being the founder of Sishu Ananta Ashram. Balia Baba a house-hold name in Odisha is a great social reformer, a pioneer environmentalist and a champion of Democracy, apart from being a multifaceted spiritual personality. Being a pioneer environmentalist, H.H. Baba Balia has been ardently advocating for protection of forests, conservation of bio-diversity and keeping the environment pollution-free. He has undertaken massive campaigns several times to create mass awareness across the country for the above purpose, apart from planting two lakhs trees every year through his organizational net-work. Besides, for promotion of culture and creating cultural awareness among the people, H.H. Baba Balia has been working as a great patron for revival and popularization of ‘Lokanatya’ and ‘PALA’ & ‘SANKIRTAN’, the traditional cultural forms of Folk dance mixed with music & lyrics and ‘Bhagabata Tungi’, the ancient centre of learning practically imparting non-formal education to the illiterates and adults, where the ‘Bhagabata’ was recited and the village community had to listen to it. He has also established an educational institution in the tribal District of Keonjhar, wherein residential free education is being imparted to the tribal students of ‘Juango’ community. SUBSCRIBE to MBC TV Here: https://goo.gl/5WRw7I Follow MBC TV on Social Media: Facebook: https://www.facebook.com/MBCOdisha Twitter: https://twitter.com/MBCTVODISHA Instagram: https://www.instagram.com/mbctv_odisha/ For More News and Videos Visit Here: www.mbctv.co.in/
Views: 5922 MBC TV
2019 Election: BJD vs BJP vs Congress || MBCTv
 
02:21
SUBSCRIBE to MBC TV Here: https://goo.gl/5WRw7I Follow MBC TV on Social Media: Facebook: https://www.facebook.com/MBCOdisha Twitter: https://twitter.com/MBCTVODISHA Instagram: https://www.instagram.com/mbctv_odisha/ For More News and Videos Visit Here: www.mbctv.co.in/
Views: 1261 MBC TV
ANTARANGA: Prashanta Nanda Interview - Part 3 | Oriya (Ollywood) Movie Actor And Politician | MBC TV
 
07:07
Antaranga with Oriya movie actor and politician- Prashanta Nanda with Itishree Nayak Prashanta Nanda is an Oriya (Ollywood) movie actor and politician in the Indian state of Odisha. He worked in the Oriya film industry as an actor, director, screenwriter, lyricist and playback singer. He has given many hits movie to the Oriya film Industry. He was also the former Minister of State of Odisha. Veteran actor and former minister Prashant Nanda was bestowed with the lifetime achievement award in Odisha Filmfare Awards 2015. SUBSCRIBE to MBC TV Here: https://goo.gl/5WRw7I Follow MBC TV on Social Media: Facebook: https://www.facebook.com/MBCOdisha Twitter: https://twitter.com/MBCTVODISHA Instagram: https://www.instagram.com/mbctv_odisha/ For More News and Videos Visit Here: www.mbctv.co.in/
Views: 7443 MBC TV
Top 10 News Today @1Pm || MBCTv
 
03:08
SUBSCRIBE to MBC TV Here: https://goo.gl/5WRw7I Follow MBC TV on Social Media: Facebook: https://www.facebook.com/MBCOdisha Twitter: https://twitter.com/MBCTVODISHA Instagram: https://www.instagram.com/mbctv_odisha/ For More News and Videos Visit Here: www.mbctv.co.in/
Views: 4547 MBC TV
ANTARANGA:  Ileana Citaristi Interview | Eminent Indian Odissi and Chhau Dancer | MBC TV
 
10:43
Antaranga with Odissi and Chhau dancer - Padma Shri Dr Ileana Citaristi with Itishree Nayak Ileana Citaristi is an Italian-born Odissi and Chhau dancer, and dance instructor based in Bhubaneshwar, Odisha. She was awarded the 43rd National Film Awards for Best Choreography for Yugant in 1995 and became, in 2006, the first dancer of foreign origin to be conferred the Padma Shri for her contributions to Odissi. She spent five years as an actress in traditional and experimental theatre in Italy before deciding to learn Kathakali. SUBSCRIBE to MBC TV Here: https://goo.gl/5WRw7I Follow MBC TV on Social Media: Facebook: https://www.facebook.com/MBCOdisha Twitter: https://twitter.com/MBCTVODISHA Instagram: https://www.instagram.com/mbctv_odisha/ For More News and Videos Visit Here: www.mbctv.co.in/
Views: 4379 MBC TV

Maybe as it is not a FPS, but a MOBA.

For example in Pubg, the gameplay is sort of slow in comparison to its two concurrents, therefore if the looting process is adaptive he needs to be also slow to be prosperous. A game like PUBG ought to be handled with care. With esports like League of Legends, you will not ever miss an essential play by your favourite player. For competitive play its important to draw players in with more than simply bragging rights. Therefore, merely a mid-range smartphone that players may have the game perfectly. Finding matches Its so simple to obtain a match. What a very good match resembles A fantastic match is dependent on your definition of good. Losing a match in the very first couple minutes isnt so bad once youre in a position to rapidly hop into another. Ultimately, both teams can be happy with the trade. My team and I can truly feel the growth to initiate a new battle immediately. You will end up dying frequently early on, but nevertheless, it is sometimes a rewarding and entertaining experience when the curve is overcome. Being one is a rather strange experience. You quit running and attempt to catch some breath. Breath of the Wilds wide-open concept provides the player a true sense of embarking on their very own adventure. There are several mixed feeling on the idea due to numerous bugs and problems in the game itself. You might encounter trouble early on and need to hunker down, or so the game becomes a rescue mission. Over all it is nothing but a lousy situation for those developers, players, and viewers. Yes, it is an ideal evolution for the collection. The games concept is quite straightforward, choose where to drop on earth, locate a weapon, attempt to survive for as long as possible, and in the long run youre going to be greeted by means of a Winner winner, Chicken Dinner! Nearly each aspect of gameplay was tweaked. Getting the Best Pubg Best Guns

New Ideas Into Pubg Android Version Never Before Revealed PUBG mobile version isnt a surprise. In any event, its tricky to observe how a mobile model of PUBG wont be a huge moneymaker for everybody involved. Apparently a cell version was just a great bonus thrown into that offer. Furthermore, a cell variant of the game is in development. The English version also includes the extra advantage of linking your FB account with the game The Ideal Approach for Pubg Android Version The Android version looks like slightly more generous in that respect. Contact Us The present version doesnt represent the last quality of the game, as well keep optimizing existing content and adding new capabilities.
Android was constructed from the ground-up to allow developers to create compelling mobile applications that take full benefit of the specs a handset has to offer you. PUBG Android demonstrates that the release will shortly be available in all markets in the marketplace. Even though a smartphone may not lend itself to a control scheme with pinpoint precision, the port still ought to give you an opportunity to become involved in the action. PUBG Mobile has an exceptional approach to bypassing the should collect money. Before youre able to learn ways to get PUBG Mobile on Android, theres a couple of things you will need to know more about the games soft launch first. PUBG Mobile is as challenging and a little bit more frustrating than the PC version because of the controls, but its immensely addictive and difficult to put down. Utilize PUBG Mobile cheat to acquire in-app purchases and obtain freebies in the total game without having to spend any Money. Unlike the desktop version, PUBG mobile is totally free to download, thus theres no barrier to entry if you wish to give it a try. Anyway, what you ought to know is that mobile PUBG is very fantastic. To start with, youre likely to want to understand how to download PUBG mobile, wherever youre in the world. The perfect way to take pleasure in the game is if youre a fan of Battle Royale movie or The Hunger Games. It contains numerous updates and a significant amount of skins, which means that you will be addicted in a matter of hours. It is basically a full port of the PC version of the game, which means that it does come with most of the PC versions features. The very first game which is comparable to PUBG is Rule of Survival. You dont need to fret anymore since there are a great deal of games that have similar mechanics. The game contains multiple unique stories and each story is broken up into different Ultimate Utility for PUBG. It is not unusual for new games to be published in Canada first, employing a more compact subset of the North American market for a test bed.
If you would like to take your game to another level and boost your odds for winning, you have to use free of charge now our amazing PUBG Mobile Hack on-line Cheat Tool. The game consists of a ranking system which means that its competitive. There are two PUBG games can be found play shop.